ବନ୍ୟା ଯୋଗୁଁ ୧୨୦ ଜଣ ଗ୍ରାମବାସୀଙ୍କ ମଧ୍ୟରୁ ୪୯ ଜଣଙ୍କର ମୃତ୍ୟୁ, ୪୭ ଜଣ ନିଖୋଜ

ମୁମ୍ବାଇ: ଗତ କିଛି ଦିନ ହେବ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ହେତୁ ଅନେକ ସ୍ଥାନ ପାଣିରେ ବୁଡ଼ି ଯାଇଛି ଏବଂ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ବର୍ଷା ଯୋଗୁଁ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଏପର୍ଯ୍ୟନ୍ତ ୧୩୬ ଜଣଙ୍କର ମୃତ୍ୟୁ ହୋଇଛି। ବର୍ଷା ଯୋଗୁଁ ସର୍ବାଧିକ କ୍ଷୟକ୍ଷତି ରାଏଗଡ ଜିଲ୍ଲାର ତାଲିୟେ ଗ୍ରାମରେ ଦେଖିବାକୁ ମିଳିଛି। ଏହି ଗାଁର ମୋଟ ଜନସଂଖ୍ୟା ୧୨୦ ଥିବାବେଳେ ସେଥିମଧ୍ୟରୁ ୪୯ … Continue reading ବନ୍ୟା ଯୋଗୁଁ ୧୨୦ ଜଣ ଗ୍ରାମବାସୀଙ୍କ ମଧ୍ୟରୁ ୪୯ ଜଣଙ୍କର ମୃତ୍ୟୁ, ୪୭ ଜଣ ନିଖୋଜ